Royal Enfield Bike Showroom
Contact details and address of TRUPTI AUTOWORLD.
Showroom Contact Details
Contact Person
- --
Phone
- 0674-2470148
+91-9937086601
+91-7873024203 Fax
- --
E-Mail
- truptiroyalenfield@gmail.com
Address
- Plot No.99,Bhubaneshwar, Orissa, India
NEAR INDIAN OIL PETROL PUMP,
NH-5,
PATRAPADA,
BHUBANESWAR
Pin Code - 751019 Working Days & Hours
- --
Rate TRUPTI AUTOWORLD :
3.7/5 (7 votes)
Available Models
prev
next
Book A Test Drive
Book online through Bikes4Sale and we will try to get you the best offer.
Corrections ?
For adding or editing the information given in this page OR to upload photos of the Dealership, please send us an email with details.
ଏ ଠା ରେ କାମ ଯିଏ କରିବ ବୁଲ୍ଲେଟ୍ ସେ ଆଶା କରିବ ନାହିଁ ଠିକ୍ ସମୟରେ bullet ପାଇବ ବୋଲି, କଥା ଠିକ୍ ନାହିଁ କୌଣସି ପିଲା ର ନା advisor ra na Mechanic ra bekaar କାମ କରୁ ଛନ୍ତି ବ୍ୟବହାର ସମ୍ପୂର୍ଣ୍ଣ ଜଣା ନାହିଁ।
ତା ପରେ ଏ ଇ ଠା ରେ mechanic bhala ନାହାନ୍ତି,ଦୟା କରି କାମ କରନ୍ତୁ ନାହିଁ କି bullet କିଣନ୍ତୁ ନାହିଁ ଏହି ଜାଗାରୁ ।
ମୁଁ କାମ କରିବାକୁ ଦେଇଥିଲି ପ୍ରଥମେ କାମ କରି ପାରିଲା ନାହିଁ ୫ ଦିନ ଲାଗିଲା ୫ ଦିନ ପରେ ଆଣି କାମ ବାହାରେ କଲି ୧ ଦିନ ରେ କାମ ହେଲା ,
ଏମାନେ ପ୍ରକୃତ ରେ କାମ ଜାଣି ନାହାନ୍ତି, କି ବ୍ୟବହାର
ଶିଖି ନାହାନ୍ତି,
ମୋର ଅନୁରୋଧ ସମସ୍ତ bullet bhaai ମାନଙ୍କୁ ଏ ଠା ରେ mechanic ପାଖରେ କାମ କରନ୍ତୁ ନାହିଁ । ଏଟା mechanic ସବୁ ଆତ୍ମ ଗର୍ବି ଛି ଛି ଛି ଏମାନଙ୍କୁ ଦେଖାନ୍ତୁ ନାହିଁ ଦେଖେଇଲେ ଶନି ରାହୁ ଦ ଶା ସବୁ ପଡିବ ।
ରାଜେଶ୍ ବାବୁ ଯିଏ ଅଛନ୍ତି ସେ ସଠିକ୍ କାମ କରେଇ ପାରନ୍ତି ନାହିଁ।
ଦୁଃଖ ଲାଗୁଚି ଆମ ର bullet କାମ ଯଦି କରି ବେ ନାହିଁ ସେଠାକୁ ଯିବା ର ଆବଶ୍ୟକତା ନାହିଁ । Bullet କିଣିବା ବେଳେ ଦେଖନ୍ତୁ ସେହି ଜାଗାରେ mechanic ଭଲ ଅଛି କି ନାହିଁ,ଆଉ ମୁଁ କହୁଚି ଆଇଥାରେ ଗୋଟେ ହେଲେ ଭଲ ଲୋକ ନାହାନ୍ତି। ଦୟା କରି ଏହି ଜାଗା ରୁ ଗାଡି କିଣନ୍ତୁ ନାହିଁ କି ସଜା ଢନ୍ତୁ ନାହିଁ।
ଏମାନେ ଆମ ଟଙ୍କା ରେ ମଣିଷ ହେଉଛନ୍ତି ଆମେ ମାନେ କଣ୍ ଏତିକି କାମ କରିବା ନାହିଁ ଶପଥ ନିଅନ୍ତୁ ଯୋଉ ଠା ରେ କାମ ସମୟ ଦୁଇଟା ଯାକ ନଷ୍ଟ ହଉଚି ସେଠାକୁ ଯିବା ନାହିଁ।
ଧନ୍ୟବାଦ୍
ସମସ୍ତ bullet bhai ମାନଙ୍କୁ
biswaltransport@gmail.com